www.samajalive.in
Monday, December 8, 2025
27.1 C
Bhubaneswar

ସେପ୍ଟେମ୍ବର ୨ରେ ଦୁର୍ଲ୍ଲଭ ଯୋଗ ; ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..

ଭାଦ୍ରବ ମାସର ଅମାବାସ୍ୟାରେ ଚଳିତ ବର୍ଷ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେଉଛି । ୨ ସେପ୍ଟେମ୍ବର ଭୋର ୫ଟା ୨୧ ମିନିଟରେ ଆରମ୍ଭ ହେବ । ସେପ୍ଟେମ୍ବର ୩ ସକାଳ ୭ଟା ୨୪ ମିନିଟରେ ଶେଷ ହେବ । ଅମାବାସ୍ୟାରେ ସୃଷ୍ଟି ହେଉଥିବା ଶୁଭ ଯୋଗ ଏହି ୫ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକାଇବ ।

ସୋମବାର ସୋମବତୀ ଅମାବାସ୍ୟା । ଏହି ଦିନ ସ୍ନାନ ପରେ ଦାନ, ପିଣ୍ଡଦାନ, ତିଳ ଅର୍ପଣର ମହତ୍ତ୍ୱ ରହିଛି । ଏହାଦ୍ୱାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ । ଏହି ଅମାବାସ୍ୟାରେ ଶିବ ଯୋଗ ଓ ସିଦ୍ଧ ଯୋଗ ସୃଷ୍ଟି ହେଉଛି । କିଛି ରାଶି ପାଇଁ ଏହି ଯୋଗ ଅତ୍ୟନ୍ତ ଶୁଭଙ୍କର ।

ଜାଣନ୍ତୁ; ଉଷୁମ ପାଣି ନା ପାଣି? ଶରୀର ପାଇଁ କିଏ ଅଧିକ ଉପକାରୀ, ୫୬ ପ୍ରକାର ରୋଗ କରେ ଦୂର..

- Advertisement -

ବୃଷ – ଏହି ଯୋଗ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର । ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟର ସାଥ୍‌ ମିଳିବ । ଉନ୍ନତି କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ସହ ଅଟକି ଥିବା କାମ ପୂରଣ ହେବ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ହଠାତ୍‌ ଧନ ପ୍ରାପ୍ତି ହେବ । ସହଯୋଗ ମିଳିବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷ ନିବେଶ କରି ଲାଭବାନ୍‌ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କର୍ମକ୍ଷେତ୍ର ପାଇଁ ଶୁଭ ସମୟ । ବିବାଦରୁ ମୁକ୍ତି ମିଳିବ ।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories