www.samajalive.in
Tuesday, December 9, 2025
16.1 C
Bhubaneswar

ଆଶ୍ଚର୍ଯ୍ୟ ଲାଗିବ, ଦେଖନ୍ତୁ ଭିଡିଓ ; ମଇଁଷି ଗୁହାଳରେ ଫଣା ଟେକି ରହିଥିଲା ସାପ, ତା’ପରେ ମଇଁଷି କଲା ଏମିତି..

ନୂଆଦିଲ୍ଲୀ : ସାପ ନାଁ ଶୁଣିବା ଓ ଦେଖିବା ମାତ୍ରେ ଭୟଭୀତ ଲାଗିବା ସାଧାରଣ କଥା । ସୋସିଆଲ ମିଡିଆରେ ସାପର ଅନେକ ଭିଡିଓ ଭାଇରାଲ ହୋଇଥାଏ । ବେଳେ ବେଳେ ଜଙ୍ଗଲ ରାଜା ଓ ଅନ୍ୟ ଜନ୍ତୁ ମଧ୍ୟ ସାପକୁ ଦେଖି ଭୟଭୀତ ହେଉଥିବା ଭିଡିଓରେ ଦେଖାଯାଏ । ନିକଟରେ ସାପର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଏଥିରେ ନାଗସାପ ଓ ମଇଁଷିକୁ ସାମ୍ନାସାମ୍ନି ଦେଖାଯାଉଛି । ମାତ୍ର ଭିଡିଓରେ ଆଗକୁ ଯାହା ହେଉଛି, ତାହା ଅବିଶ୍ୱସନୀୟ।


ଭିଡିଓରେ ଦେଖିପାରିବେ, ଏକ ମଇଁଷି ଗୁହାଳରେ ସାପ ଓ ମଇଁଷି ସାମ୍ନାସାମ୍ନି ଦେଖା ଯାଉଛନ୍ତି । ପ୍ରଥମେ ସାପ ମଇଁଷି ଆଗରେ ରହିଥିବା ଦେଖାଯାଉଛି । ମଇଁଷି ମୁହଁକୁ ଚୋଟ ମାରୁଥିବା ଦେଖାଯାଉଛି । ମାତ୍ର ମଇଁଷି ସାପ ନିକଟକୁ ଯାଇ ସ୍ନେହ କରୁଛି । ଜିଭରେ ଚାଟୁ ଥିବା ଦେଖାଯାଉଛି । ମଇଁଷି ଏଭଳି କରିବା ପରେ ସାପ ମଧ୍ୟ ଶାନ୍ତ ହୋଇଯାଉଥିବା ଦେଖାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଭିଡିଓରେ ଦେଖନ୍ତୁ ; ସ୍କୁଟି ରଖି ଖାଇବା ପାଇଁ ଯାଇଥିଲେ ଆଳୁଚପ୍‌, ୫ ଲକ୍ଷର ଅଳଙ୍କାର ନେଇ ଚମ୍ପଟ ମାରିଲା ଚୋର..

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories