www.samajalive.in
Thursday, December 11, 2025
27.1 C
Bhubaneswar

ଦେଖନ୍ତୁ ଏମିତି ହେଲା ବିମାନ ଦୁର୍ଘଟଣା; ସମସ୍ତ ଯାତ୍ରୀ ମୃତ

ସମାଜ ଡିଜିଟାଲ ଡେସ୍କ: ବିମାନରେ ଥିବା ସମସ୍ତ ଯାତ୍ରୀ ଖୁସିରେ ଉଡାଣ ଭରିଥିଲେ। ହେଲେ ବିମାନରେ ହିଁ ସେମାନଙ୍କୁ ମୃତ୍ୟୁ ଅପେକ୍ଷା କରି ରହିଛି ବୋଲି କେହି ହୁଏତ ସ୍ୱପ୍ନରେ ବି ଭାବିନଥିବେ। ବ୍ରାଜିଲର ସାଓ ପାଓଲୋ ପ୍ରଦେଶରେ ବିମାନ ଦୁର୍ଘଟଣାରେ ସମସ୍ତ ୬୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଭୋଓପାସ୍‌‌ ଲିନହାସ ଏୟାରସ୍‌‌ ଦ୍ୱାରା ପରିଚାଳିତ ଏଟିଆର-୭୨ ବିମାନ କାସକାଭେଲରୁ ସାଓ ପାଓଲୋ ପ୍ରଦେଶର ଗୁଆରୁଲହୋସ୍‌‌ ଅଭିମୁଖେ ଉଡାଣ ଭରିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ତଳେ ପଡି ସମ୍ପୂର୍ଣ୍ଣ ଜଳିଯାଇଛି। ବିମାନ ଦୁର୍ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଦେଖନ୍ତୁ କିଭଳି ବିମାନଟି ଦୁର୍ଘଟଣା ଘଟିଥିଲା।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories