www.samajalive.in
Monday, December 8, 2025
27.1 C
Bhubaneswar

ଲଣ୍ଡନ ଯିବେ ହସିନା, ରାଜନୈତିକ ଆଶ୍ରୟ ପାଇଁ କରିବେ ଆବେଦନ

ନୂଆଦିଲ୍ଲୀ : ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ଅପରାହ୍ନରେ ଭାରତରେ ପହଞ୍ଚିଥିଲେ ଶେଖ୍ ହସିନା । ସେ ବାଂଲାଦେଶ ବାୟୁସେନା ବିମାନରେ ଗାଜିୟାବାଦ ସ୍ଥିତ ଭାରତୀୟ ବାୟୁସେନାର ହିଣ୍ଡନ ଏୟାରବେସରେ ପହଞ୍ଚିଥିଲେ । ଏହା ପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ । ଆଗକୁ ତାଙ୍କର ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଛି । ବ୍ରିଟେନରେ ସେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିବେ। କହିରଖୁଛୁ ଅନେକ ଦିନ ଧରି ବାଂଲାଦେଶରେ ବିଦ୍ରୋହର ବହ୍ନି ଜଳୁଛି । ଶେଷରେ ପରିସ୍ଥିତି ଅଣାୟତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇ ହସିନା ଦେଶ ଛାଡିଛନ୍ତି ।

ଶେଖ ହସିନାଙ୍କ ଇସ୍ତଫା ପରେ ସେନା ପ୍ରମୁଖ କହିଲେ-ଆମେ ଚଲାଇବୁ ଦେଶ

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories