ଶେଖ ହସିନାଙ୍କ ଇସ୍ତଫା ପରେ ସେନା ପ୍ରମୁଖ କହିଲେ-ଆମେ ଚଲାଇବୁ ଦେଶ

ନୂଆଦିଲ୍ଲୀ : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ବାଂଲାଦେଶ ସେନା ମୁଖ୍ୟ ଜେନରଲ ବକାର ଓଜ୍‌ ଜଜ୍ମାନ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ଆମେ ବର୍ତ୍ତମାନ ଶାସନ କରିବୁ। ଅନ୍ତରୀଣ ସରକାର ଗଠନ କରି ଆମେ ଦେଶ ଚଳାଇବୁ। … Continue reading ଶେଖ ହସିନାଙ୍କ ଇସ୍ତଫା ପରେ ସେନା ପ୍ରମୁଖ କହିଲେ-ଆମେ ଚଲାଇବୁ ଦେଶ