www.samajalive.in
Monday, December 8, 2025
27.1 C
Bhubaneswar

ମଦ ପିଇ ମାତାଲ ହେଲେ କଲେଜ ଛାତ୍ର : ଥାନାରେ ଅଟକ

କଳାପଥର: ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର -ଧଳାପଥର ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। କିଛି କଲେଜ ଛାତ୍ର ଏବଂ ଅଣ କଲେଜ ଛାତ୍ର କଲେଜ ପିଣ୍ଡାରେ ବସି ମଦ ପିଉଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା କର୍ମଚାରୀ ଓ କମିଟି ସଦସ୍ୟ ନିଶାଡି ଛାତ୍ର ମାନଙ୍କୁ ଅଟକ ରଖି ବୈଦ୍ୟେଶ୍ୱର ପୁଲିସକୁ ଖବର ଦେଇଥିଲେ।  ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ଘଟଣାସ୍ଥଳରେ ପହଞ୍ଚି  ୩ ଜଣ କଲେଜ ଛାତ୍ରକୁ ଉଠାଇ ଆଣିଛି। ସେପଟେ ଘଟଣାସ୍ଥଳରେ ଜଣେ ଅଣ ଛାତ୍ର ନିଜର ଧଳା ଆପଚି ବାଇକ ଛାଡି ଫେରାର ହୋଇଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories