www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ +୨ ପ୍ରଥମ କଟ୍‌ଅଫ୍ ମାର୍କ..

ପାକିସ୍ତାନରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅଲକାଇଦା ଆତଙ୍କବାଦୀ.. ଥିଲା ଲାଡେନର ଘନିଷ୍ଠ ସହଯୋଗୀ..

- Advertisement -

ଜେଲ ଯିବେ, ଚାକିରୀ ବି ଯିବ.. ଅଡୁଆରେ ବିବାଦୀୟ ଆଇଏଏସ ପୂଜା ଖେଡକର..

ପୁରୀରେ ବିଜେପିର କାର୍ଯ୍ୟକାରିଣୀ ବୈଠକ.. ଯୋଗଦେଲେ ଜେପି ନଡ୍ଡା.. ବୈଠକରେ ୩ ‘ସ’କୁ ଗୁରୁତ୍ୱ..

ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର.. ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ ନେଉଥିଲେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ..

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌, ୬୦ ହଜାର ଟଙ୍କା ଜୋରିମାନା.. ଜୋରିମାନା ଅନାଦେୟ ଅଧିକ ୩ ବର୍ଷ ୬ ମାସ ଜେଲ୍‌.. ଫୁଲବାଣୀ ଫାଷ୍ଟ ଟ୍ରାକ୍‌ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାଲିଗୁଡା ଥାନା ଅନ୍ତର୍ଗତ ବଳିକିଆ ଅଞ୍ଚଳର ତାଲେଶ୍ଵର ମଲିକକୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି..

ଭିମସାରରେ ଯୁବତୀଙ୍କ ଅସ୍ତ୍ରୋପଚାର.. ମୁଣ୍ଡ ଭିତରୁ ବାହାର କରାଗଲା ୭୦ଟି ଇଞ୍ଜେକେସନ ଛୁଞ୍ଚି..

ଆଜି ନୀଳାଦ୍ରି ବିଜେ.. ନୀଳକନ୍ଦରକୁ ଯିବେ ନିଳାଦ୍ରିନାଥ.. ବଡଦାଣ୍ଡ ଛାଡ଼ି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଯିବେ ଶ୍ରୀଜୀଉ.. ମାନଭଞ୍ଜନ ପାଇଁ ମା’ ଲକ୍ଷ୍ମୀଙ୍କୁ ପ୍ରଭୁ ଖୁଆଇବେ ରସଗୋଲା..

ତୁଟୁନି ଏସସିବି ମେଡିକାଲ ହାଉସ ସଜର୍ନ-ନର୍ସିଂ କର୍ମଚାରୀ ବିବାଦ.. ପୁଣି ଆନ୍ଦୋଳନ ଚେତାବନୀ ଦେଲେ ହାଉସ ସର୍ଜନ.. କାର୍ଯ୍ୟାନୁଷ୍ଠାନ ନ ହେଲେ ଆସନ୍ତା ଅଗଷ୍ଟ ୧ରୁ ସେବାରୁ ବିରତ ରହିବାକୁ ଦେଲେ ଧମକ..

ରତ୍ନଭଣ୍ଡାରରୁ ମିଳିଛି ରାଜ ରାଜୁଡ଼ା ସମୟର ଯୁଦ୍ଧ ସାମଗ୍ରୀ.. କଳା ପଡ଼ିଯାଇଥିବାରୁ ଚିହ୍ନି ହେଉନି ବୋଲି ସୂଚନା ଦେଲେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ..

ମାଇକ୍ରୋସଫ୍ଟ ସର୍ଭର ଡାଉନ.. ବ୍ୟାଙ୍କ-ବିମାନ ସେବା ବାଧାପ୍ରାପ୍ତ..

ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ.. ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୩ ତାରିଖ ଯାଏଁ ବର୍ଷା ସମ୍ଭାବନା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories