www.samajalive.in
Saturday, December 6, 2025
26.1 C
Bhubaneswar

ଉଦ୍ଧାର ହେଲା ୧୨ ଫୁଟ ଲମ୍ବା ଅହିରାଜ, ଭିଡିଓ ଦେଖିଲେ ଭୟ ଲାଗିବ

ବେଙ୍ଗାଲୁରୁ : କର୍ଣ୍ଣାଟକର ଅଗୁମ୍ବେରେ ବନ୍ୟଜନ୍ତୁ ଅଧିକାରୀ ୧୨ ଫୁଟ ଲମ୍ବା ଏକ ଅହିରାଜ ଉଦ୍ଧାର କରିଛନ୍ତି । ଏଆରଆରଏସର କ୍ଷେତ୍ର ନିର୍ଦ୍ଦେଶକ ଅଜୟ ଗିରି ଇନଷ୍ଟାଗ୍ରାମରେ ଏହି ଅବିଶ୍ବସନୀୟ ଉଦ୍ଧାର ଭିଡିଓକୁ ପୋଷ୍ଟ କରିଛନ୍ତି ଯାହାକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ମଧ୍ୟ ଏକ୍ସରେ ସେୟାର କରିଛନ୍ତି ।

 

View this post on Instagram

 

A post shared by Ajay Giri (@ajay_v_giri)

- Advertisement -

ଗାଁର ସ୍ଥାନୀୟ ଲୋକେ ଅହିରାଜକୁ ରାସ୍ତା ପାର ହେଉଥିବା ଦେଖିଥିଲେ । ଏହାପରେ ବନବିଭାଗକୁ ଖବର ଦିଆଯାଇଥିଲା । ତୁରନ୍ତ ସାପକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଗଲା । ସାପଟି ଏକ ବୁଦା ମଧ୍ୟରେ ଲୁଚି ରହିଥିଲା । ଅନେକ ସମୟ ପରିଶ୍ରମ ପରେ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ପରେ ଏହାକୁ  ଜଙ୍ଗଲରେ ଛାଡି ଦିଆଯାଇଥିଲା । ଏହି ଭିଡିଓକୁ ପ୍ରାୟ ଲକ୍ଷେ ଲୋକ ଦେଖିସାରିଥିବାବେଳେ ୩୨ ହଜାରରୁ ଅଧିକ ଲୋକ ଭିଡିଓକୁ ଲାଇକ୍ କରିଛନ୍ତି ।

କ୍ରିକେଟ୍‌ ଖେଳି ଫେରୁଥିଲେ ନାବାଳକ ; ବାଘ ଆକ୍ରମଣରେ ଚାଲିଗଲା ଜୀବନ..

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories