କ୍ରିକେଟ୍‌ ଖେଳି ଫେରୁଥିଲେ ନାବାଳକ ; ବାଘ ଆକ୍ରମଣରେ ଚାଲିଗଲା ଜୀବନ..

ଡୋରାଡୁନ୍‌ : ପୁଣି ବାଘ ମଣିଷକୁ ଶିକାର କରିବାର ଏକ ଘଟଣା ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡର ଦେବପ୍ରୟୋଗରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ୧୭ ବର୍ଷୀୟ ନାବାଳକକୁ କଲରାପତରିଆ ବାଘ ଶିକାର କରିଛି । ଅନେକ ଘଣ୍ଟା ବିତିବା ପରେ ବହୁ ଖୋଜିଖୋଜି କରିବା ପରେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଘଟଣାସ୍ଥଳରୁ ବହୁ ଦୂରରୁ ରାତିରେ ସ୍ଥାନୀୟ ଲୋକେ ଓ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି । ବାଘକୁ ତୁରନ୍ତ ଧରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । … Continue reading କ୍ରିକେଟ୍‌ ଖେଳି ଫେରୁଥିଲେ ନାବାଳକ ; ବାଘ ଆକ୍ରମଣରେ ଚାଲିଗଲା ଜୀବନ..