www.samajalive.in
Monday, December 8, 2025
27.1 C
Bhubaneswar

ଜୁଲାଇ ୧୫ରେ ଲକ୍ଷ୍ମୀ-ନାରାୟଣ ଯୋଗ; ଏହି ୫ ରାଶି ହେବେ ମାଲାମାଲ୍‌,ଚମକିବ ଭାଗ୍ୟ..

ଜୁଲାଇ ୧୫ ଆଷାଢ ଶୁକ୍ଳ ନବମୀ ଶୁଭ ଯୋଗ ସୃଷ୍ଟି ହେଉଛି । ଏହି ଦିନ ଗୃହ ପ୍ରବେଶ, କର୍ଣ୍ଣ ଛେଦନ, ବିବାହ, ଭୂମି ପୂଜନ ଆଦି କାର୍ଯ୍ୟ କରିବା ପାଇଁ ଶୁଭଙ୍କର । ଏହି ଜୁଲାଇ ୧୫ରେ ରବି ଯୋଗ, ସିଦ୍ଧି ଯୋଗ,କରଣ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଓ ଶିବବାସ ଯୋଗ ସୃଷ୍ଟି ହେବ । ଏହି ଯୋଗ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ବେଶ ଶୁଭଫଳ ପ୍ରଦାନ କରିବ । ଜାଣନ୍ତୁ..

ମେଷ – ପ୍ରଭୁ ମହାଦେବଙ୍କ କୃପାରୁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କାମରେ ସଫଳତା ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢିବ । ହଠାତ୍ ଧନ ମିଳିବ । ବ୍ୟବସାୟୀ ଲାଭବାନ୍ ହେବେ ।

- Advertisement -

ସିଂହ – ଦିନ ଭଲରେ କଟିବ । ପରିଶ୍ରମର ଫଳ ମିଳିବ । ପୁରୁଣା ରୋଗରୁ ମୁକ୍ତି ମିଳିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଭ୍ରମଣରେ ଯାଇ ପାରନ୍ତି । ବ୍ୟବସାୟୀ ଲାଭବାନ୍ ହେବେ ।

ଏହି ଉପାୟରେ ଶନିଙ୍କ ସାଢେସାତି ଦୂର ହୋଇ ମିଳିବ ଶୁଭଫଳ; ଏହି ରାଶି ନିଶ୍ଚୟ ଆପଣାନ୍ତୁ..

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଭାଗ୍ୟର ସାଥ୍ ମିଳିବ । ନୂତନ ଚାକିରିିର ଯୋଗ ରହିଛି । ଧନ ପ୍ରାପ୍ତି ହେବ । ଖୁସି ଓ ସଫଳତା ମିଳିବ ।

ଧନୁ – ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ବ୍ୟବସାୟରେ ଥିବା ସମସ୍ୟା ଦୂର ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।

ମକର- ଜୀବନରେ ଥିବା ଅନେକ ସମସ୍ୟା ଦୂର । ଶାନ୍ତି ଅନୁଭବ କରିବେ । ବୈବାହିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭ ମିଳିବ ।

୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..

 

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories