www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ତିନିରଥ..

ଆଜି ସନ୍ଧ୍ୟାରେ ରଥ ଉପରୁ ପହଣ୍ଡି କରି ଆଡପ ମଣ୍ଡପରେ ବିଜେ କରିବେ ମହାପ୍ରଭୁ..

- Advertisement -

ବୁଧବାର ଠାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ମିଳିବ ଆଡପ ଅବଢା..

ଆସାମରେ ପ୍ରଳୟଙ୍କାରୀ ବନ୍ୟାରେ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ..

କାଜିରଙ୍ଗା ନ୍ୟାସନାଲ ପାର୍କରୁ ଉଦ୍ଧାର ହେଲେଣି ୯୯ ବନ୍ୟଜନ୍ତୁ..

୨୮ ଜିଲ୍ଲାର ୨୭.୭୪ ଲକ୍ଷ ଲୋକ ପ୍ରଭାବିତ, ୭୨ଜଣଙ୍କ ମୃତ୍ୟୁ..

ସୋର ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଅଘଟଣ..

ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ଦୁଇ ଯୁବକ ମୃତ, ରେଳଧାରଣାରେ ପଡିଛି ଖଣ୍ଡବିଖଣ୍ଡିତ ମୃତଦେହ..

ଜଳବନ୍ଦୀ ମୁମ୍ବାଇ: ଲଗାଣ ବର୍ଷାରେ ବେହାଲ ମାୟାନଗରୀ, ରାସ୍ତାଘାଟ ଓ ତଳିଆ ଅଞ୍ଚଳରେ ପାଣି ଆଉ ପାଣି..

ସାଧାରଣ ଜୀବନ ଯାତ୍ରା , ଟ୍ରେନ୍ ଚଳାଚଳ ପ୍ରଭାବିତ, ଟ୍ରକ୍ ଉପରେ ଲହଡି ମାରୁଛି ପାଣି, ବିଏମସି ପକ୍ଷରୁ ସବୁ ସ୍କୁଲ ଛୁଟି ଘୋଷଣା..

ରାଜ୍ୟରେ ଆଜିଠୁ କମିବ ବର୍ଷାର ପରିମାଣ: ୫ ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା..

ଦିନରେ ଖରା ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି, ୧୧ ପରଠାରୁ ପୁଣି ବଢିବ ବର୍ଷାର ବିସ୍ତୃତି..

ଜୁଲାଇ ୧୫ରୁ ସୂର୍ଯ୍ୟ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ; ମିଳିବ ଧନ ହିଁ ଧନ..

ଭୁବନେଶ୍ୱର: ବନ୍ଦ ଘରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ..

ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘରେ ମୃତଦେହ ଠାବ..

ନାବାଳିକା ଜଣଙ୍କ ଉତ୍ତରପ୍ରଦେଶର, ଆତ୍ମହତ୍ୟା କରିଥିବା ଅଭିଯୋଗ..

ଉତ୍ତରପ୍ରଦେଶ: ହାତ୍ରାସ୍‍ ଘଟଣାରେ ଏସଆଇଟିର ରିପୋର୍ଟ ଦାଖଲ..

ରିପୋଟରେ ସତସଙ୍ଗ ଆୟୋଜନ କରିଥିବା କମିଟି ଦାୟୀ..

ଅନୁମତି ଠାରୁ ଅଧିକ ଲୋକଙ୍କ ଆୟୋଜନ ହୋଇଥିବା ଉଲ୍ଲେଖ..

ରିପୋର୍ଟରେ ସତସଙ୍ଗ ସ୍ଥଳରେ ସଠିକ୍‍ ବ୍ୟବସ୍ଥା କରାଯାଇନଥିବା ଦର୍ଶାଯାଇଛି..

ଦେଖନ୍ତୁ ଭିଡିଓ ; କୁକୁର ବେକରେ ମହିଳା ପିନ୍ଧାଇଲେ ୨.୫ ଲକ୍ଷର ସୁନା ଚେନ୍..

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ..

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ..

ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଆରମ୍ଭ..

ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ପୁରୀରେ ବୈଠକ..

ପୁରୀ: ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଗାଡି, ଜଣେ ଗୁରୁତର ୯ଆହତ..

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟବିଭାଗର ତତ୍ପରତା..

ଡେଙ୍ଗୁ ହଟସ୍ପଟ ଚିହ୍ନଟ ସହ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ..

ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି..

ଦେଖନ୍ତୁ ଭିଡିଓ ; ହେଲମେଟ୍ ଭିତରୁ ହଠାତ୍ ବାହାରିଲା..

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories