www.samajalive.in
Monday, December 8, 2025
17.1 C
Bhubaneswar

ବାସ୍ ଗୋଟିଏ ସରଳ ଉପାୟ; ତକିଆ ତଳେ ରଖି ଦିଅନ୍ତୁ ; ଧନ ଅଭାବ ଠାରୁ ଦୂର ହେବ ରାହୁଙ୍କ ପ୍ରଭାବ..

ବାସ୍ତୁ ଶାସ୍ତ୍ରରେ ଶୋଇବାର ଦିଗ ସହ କିଛି ଏଭଳି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହା ଧନସମ୍ପତ୍ତି, ସୁଖସମୃଦ୍ଧିକୁ ଆକର୍ଷିତ କରିଥାଏ। ଏଥିପାଇଁ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ଏପରି କିଛି ଜିନିଷ ରଖି ପାରିବେ, ଯାହା ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରିଥାଏ। ଧନ ଲାଭ ହୋଇଥାଏ।

ଜାତକରେ ରାହୁ ଦୋଷ ଥିଲେ ତକିଆ ତଳେ କିଛି ପାନ ମଧୁରୀ ରଖି ଦିଅନ୍ତୁ। ଏହାଦ୍ୱାରା ଜାତକରୁ ରାହୁଙ୍କ କୁପ୍ରଭାବ ଦୂର ହୋଇଥାଏ। ସମସ୍ୟାରୁ ମୁକ୍ତି ମିଳିଥାଏ।

- Advertisement -

ଯଦି ଆପଣଙ୍କୁ ବାରମ୍ବାର ଆର୍ଥିକ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡୁଛି, ତେବେ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ଗୋଟିଏ ଗ୍ଲାସ କ୍ଷୀର ରଖି ଦିଅନ୍ତୁ। ଏହାପରେ ପରଦିନ ଏହି କ୍ଷୀର ଗ୍ଲାସକୁ ଗଛ ମୂଳରେ ଢାଳି ଦିଅନ୍ତୁ। ଏହି ଉପାୟ ୭ଟି ରବିବାର କରନ୍ତୁ। ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଆପଣଙ୍କ ପକେଟ୍ ଓ ଆଲମିରା କଦାପି ଖାଲି ରହିବ ନାହିଁ।

ଜୁଲାଇ ମାସରେ ଏହି ରାଶିଙ୍କ ଆଉ ରହିବନି ଚିନ୍ତା ; ଖାଲି ମିଳିବ ଧନ, ଚମକିବ ଭାଗ୍ୟ..

ଯଦି ରାତିରେ ଶୋଇବା ସମୟରେ ବାରମ୍ବାର ଆପଣଙ୍କ ନିଦ ଭାଙ୍ଗି ଯାଉଛି, ତେବେ ତକିଆ ତଳେ ଲୁହାର କିଛି ଜିନିଷ ରଖି ଦିଅନ୍ତୁ। ଏହାଦ୍ୱାରା ଦୁଃସ୍ୱପ୍ନ ଆସିନଥାଏ। ଭଲ ନିଦ ମଧ୍ୟ ହୋଇଥାଏ। ଦିନ ଯାକ ସତେଜ ଅନୁଭବ କରିବେ।

ରାତିରେ ତକିଆ ତଳେ ଏକ ରସୁଣ ରଖି ଦିଅନ୍ତୁ। ଏହାଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ।
ରୋଗରୁ ରକ୍ଷା ପାଇବା ପାଇଁ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ସହ ତକିଆ ତଳେ ଏକ କଏନ ରଖି ଦିଅନ୍ତୁ। ଏହାସହ କକ୍ଷରେ ଏକ କାଚ ପାତ୍ରରେ ଲୁଣ ରଖି ଦିଅନ୍ତୁ। ପ୍ରତି ସପ୍ତାହରେ ପାତ୍ରର ଲୁଣ ବଦଳାଇ ଦିଅନ୍ତୁ। ଏହାଦ୍ୱାରା ଖୁବ୍ ଲାଭ ମିଳିଥାଏ।

ଶୋଇବା ସମୟରେ ତକିଆ ତଳେ ଏକ ସବୁଜ ଗୁଜୁରାତି ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ମାନସିକ ଦୁଃଶ୍ଚିନ୍ତା ଦୂର ହେବା ସହ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories