www.samajalive.in
Tuesday, December 9, 2025
17.1 C
Bhubaneswar

ଠକିବାର ନୂଆ ଉପାୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ଆପଣ ବଜାରରୁ ପରିବା କିମ୍ବା ଫଳ କିଣିବା ସମୟରେ ସାମାନ୍ୟ ସଚେତନ ନହେଲେ ଠକାମୀର ଶିକାର ହୋଇପାରନ୍ତି । ଆଜିକାଲି ଠକମାନେ ଅନ୍ୟଙ୍କୁ ବୋକା ବନାଇବା ପାଇଁ ଅନେକ ଉପାୟ ବାହାର କରୁଛନ୍ତି । ନିକଟରେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଆପଣ ଏହି ଭିଡିଓ ଦେଖିବା ଉଚିତ୍ ଏବଂ କିଣାକିଣି ସମୟରେ ସଚେତନ ହେବା ଆବଶ୍ୟକ । ଦେଖନ୍ତୁ ଏହି ଭିଡିଓ…

 

View this post on Instagram

 

A post shared by Imran Malik (@imranmalik077)

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ସପେଟା ବିକ୍ରି କରୁଛନ୍ତି । ସେ ନିକିତିର କଡିକୁ ସାମାନ୍ୟ ଓଲଟାଇ ଦେଖାଉଛନ୍ତି ଯେ କିପରି ଗ୍ରାହକଙ୍କୁ ଠକିହେବ । ସାମାନ୍ୟ ଓଲଟାଇ ଦେବା ଫଳରେ ସପେଟା ତରାଜୁ ସହ ସମାନ ଓଜନ ଦେଖାଉଛି । କିନ୍ତୁ ବାସ୍ତବରେ ଏହାର ଓଜନ ବହୁତ କମ୍ ହେବ । ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ଦୋକାନୀମାନେ ଏଭଳି ଗ୍ରାହକଙ୍କୁ ଠକୁଛନ୍ତି ।

ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଭିଡିଓ ତିଆରି କରିଥିବା ବ୍ୟକ୍ତି ଓ ସେହି ଦୋକାନୀଙ୍କୁ ଏଭଳି ସଚେତନତା ବାର୍ତ୍ତା ପ୍ରଦାନ କରିଥିବାରୁ ଧନ୍ୟବାଦ ଦେଉଛନ୍ତି ।

ସରୋଗେସୀ ନିୟମରେ ବଡ଼ ପରିବର୍ତ୍ତନ: ୧୮୦ ଦିନର ମାତୃତ୍ଵ ଅବକାଶ, ପିତାଙ୍କୁ ବି ମିଳିବ ଛୁଟି, କିନ୍ତୁ ରହିଛି ସର୍ତ୍ତ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories