ସରୋଗେସୀ ନିୟମରେ ବଡ଼ ପରିବର୍ତ୍ତନ: ୧୮୦ ଦିନର ମାତୃତ୍ଵ ଅବକାଶ, ପିତାଙ୍କୁ ବି ମିଳିବ ଛୁଟି, କିନ୍ତୁ ରହିଛି ସର୍ତ୍ତ..

ନୂଆଦିଲ୍ଲୀ: ମାତୃତ୍ୱ ଅବକାଶରେ ହୋଇଛି ବଡ଼ ପରିବର୍ତ୍ତନ। ସରୋଗେସୀ ସହ ଜଡ଼ିତ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ କର୍ମଚାରୀମାନଙ୍କୁ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ମିଳିପାରିବ। ଜୁନ୍‌ ୧୮ରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। Big Decision for mother who gives birth to a child through surrogacy and the parents who … Continue reading ସରୋଗେସୀ ନିୟମରେ ବଡ଼ ପରିବର୍ତ୍ତନ: ୧୮୦ ଦିନର ମାତୃତ୍ଵ ଅବକାଶ, ପିତାଙ୍କୁ ବି ମିଳିବ ଛୁଟି, କିନ୍ତୁ ରହିଛି ସର୍ତ୍ତ..