www.samajalive.in
Friday, December 5, 2025
23.1 C
Bhubaneswar

ପ୍ରତିଶ୍ରୁତି ପୂରଣ କଲେ ରାହୁଲ ଗାନ୍ଧୀ: ପିଲାଙ୍କ ପାଇଁ ପଠାଇଲେ କରାଟେ ପୋଷାକ

ସାଲେପୁର : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଲେପୁର କୁଳିଆସ୍ଥିତ ଏକ ନିର୍ବାଚନ ସଭାରେ ଯୋଗ ଦେବାକୁ ଗତ ଏପ୍ରିଲ ୨୮ରେ ଓଡ଼ିଶା ଗସ୍ତରେ ଆସିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ ଉପଲକ୍ଷେ ସେ ଜନ୍ମ ପୀଠ ସତ୍ୟଭାମାପୁର ପରିଦର୍ଶନରେ ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେଠାରେ ଥିବା କସ୍ତୁରବା ଗାନ୍ଧୀ ଶିଶୁ ସଦନ ଅନ୍ତେବାସୀଙ୍କ ସହ କିଛି ସମୟ ବିତାଇଥିଲେ। ଅନ୍ତେବାସୀଙ୍କର କରାଟେ ଶିକ୍ଷା ପ୍ରତି ଆଗ୍ରହ ଦେଖି ଉଚ୍ଚ ପ୍ରଶଂସା କରିଥିଲେ । ଏବଂ ପିଲା ମାନଙ୍କ ପାଇଁ କରାଟେ ପୋଷାକ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ଗାନ୍ଧୀ ପ୍ରତିଶ୍ରୁତି ରକ୍ଷାପୂର୍ବକ ପିଲାମାନଙ୍କ ପାଇଁ ଜଣେ ପ୍ରତିନିଧିଙ୍କ ମାଧ୍ୟମରେ ପୋଷାକ ପଠାଇଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories