www.samajalive.in
Sunday, December 7, 2025
13.1 C
Bhubaneswar

ବାସ୍ ଆଉ ୨ ଦିନ ପରେ ଏହି ୪ ରାଶିଙ୍କ ଭାଗ୍ୟ ବଦଳିଯିବ; ଶୁକ୍ର ଦେବେ ଧନ,ସୁଖମୟ ଜୀବନ..

ଶୁକ୍ର ରାଶି ପରିବର୍ତ୍ତନ କରି ଆଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କୁ ସୁଖ-ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ, ସୁଖମୟ ବୈବାହିକ ଜୀବନ ଓ ମାନ-ସମ୍ମାନର କାରକ ଅଟନ୍ତି। ୧୨ ଜୁନରେ ଶୁକ୍ର ରାଶି ପରିବର୍ତ୍ତନ କରି ମିଥୁନ ରାଶିରେ ପ୍ରବେଶ କରି ସାରିଛନ୍ତି। ୧୮ ଜୁନରେ ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରିବେ। ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରି ଆଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ୨୯ ଜୁନ ପର୍ଯ୍ୟନ୍ତ ଶୁକ୍ର ଗ୍ରହ ଆଦ୍ରା ନକ୍ଷତ୍ରରେ ରହିବେ। ଶୁକ୍ର ଆଦ୍ରା ନକ୍ଷତ୍ରରେ ପ୍ରବେଶ କରିବା ମାତ୍ରେ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ର, ଆର୍ଥିକ ସ୍ଥିତିରେ ପ୍ରଭାବ ପଡିବ। କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ। ସେମାନଙ୍କ ଆର୍ଥିକ ସମସ୍ୟା ଦୂର ହେବ। ପ୍ରେମ ସମ୍ପର୍କ ମଜଭୁତ ହେବ। ଜାଣନ୍ତୁ..

ମେଷ – ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭଙ୍କର। ବ୍ୟବସାୟରେ ଲାଭ ମିଳିବ। ଧନ ବୃଦ୍ଧି ହେବ। ନିବେଶ ପାଇଁ ଉତ୍ତମ ସମୟ। ସୁଖସମୃଦ୍ଧି ବୃଦ୍ଧି ହେବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କ ମଧ୍ୟ ଭଲ ହେବ।

- Advertisement -

ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭଙ୍କର। ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ନୂତନ ଚାକିରିର ସୁଯୋଗ ମିଳିପାରେ। ହଠାତ୍ ଧନ ପ୍ରାପ୍ତି ହେବ। ସମୟ ଉତ୍ତମ ରହିଛି।

ଦେଖନ୍ତୁ ଭିଡିଓ ; ଗଛରୁ ପଣସ ଆଣିବା ପାଇଁ ହାତୀ କ’ଣ କଲା..

ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଶୁଭଙ୍କର। ହଠାତ୍ ଟଙ୍କା ମିଳିବ। ଅଟକି ଥିବା କାମ ପୂରଣ ହେବ। ଧନ ବୃଦ୍ଧି ହେବ। ଆୟରେ ମଧ୍ୟ ବୃଦ୍ଧି ହେବ। ନୂଆ କାମ ଆରମ୍ଭ କରି ପାରିବେ। ବ୍ୟବସାୟରେ ଲାଭ ହେବ।

ମକର – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। ଧନ, ସୁଖ-ସମୃଦ୍ଧି ସହ ଆର୍ଥିକ କ୍ଷେତ୍ରରେ ଲାଭ ହେବ। ସମ୍ପର୍କରେ ଥିବା ତିକ୍ତତା ଦୂର ହେବ। ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଥିବା ବାଧା ଦୂର ହେବ। ଉନ୍ନତିର ମାର୍ଗ ଖୋଲିବ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories