ଦେଖନ୍ତୁ ଭିଡିଓ ; ଗଛରୁ ପଣସ ଆଣିବା ପାଇଁ ହାତୀ କ’ଣ କଲା..
ନୂଆଦିଲ୍ଲୀ : ହାତୀ ବୁଦ୍ଧିମାନ୍ ଜୀବଜନ୍ତୁ ମଧ୍ୟରେ ଗୋଟିଏ ବୋଲି କୁହାଯାଏ। ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଦେଖିବା ପରେ ନିଜ ହସକୁ ମଧ୍ୟ ରୋକି ହୋଇନଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଏକ ହାତୀର। ଭିଡିଓରେ ଦେଖିପାରିବେ ହାତୀଟି ପଣସ ଖାଇବା ପାଇଁ ଯେଉଁ ଉପାୟ ଆପଣାଇଛି,ତାହାକୁ ଦେଖି ପ୍ରଂଶସା ନକରି ରହି ପାରିବେ ନାହିଁ। View this post on Instagram … Continue reading ଦେଖନ୍ତୁ ଭିଡିଓ ; ଗଛରୁ ପଣସ ଆଣିବା ପାଇଁ ହାତୀ କ’ଣ କଲା..
Copy and paste this URL into your WordPress site to embed
Copy and paste this code into your site to embed