www.samajalive.in
Sunday, December 7, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ ; କିଛି କ୍ଷଣରେ ଚିଲର ଶିକାର ହୋଇ ଥାଆନ୍ତା ଶିଶୁ, ହେଲେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଖୁବ୍ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଭୟଭୀତ ହେବା ସହ କିଛି କ୍ଷଣ ପାଇଁ ନିଶ୍ୱାସ ମଧ୍ୟ ଅଟକି ଯିବ। ଭିଡିଓଟି ଏକ ଚିଲ ଓ ଶିଶୁର। ସମ୍ପୂର୍ଣ୍ଣ ଘଟଣାଟିରେ ଭିଡିଓ ମାଧ୍ୟମରେ ଦେଖିପାରିବେ।


ଭିଡିଓରେ ଦେଖିପାରିବେ, ଏକ ଚିଲ ଦ୍ରୁତ ଗତିରେ ଆକାଶରୁ ଭୂମି ଆଡକୁ ଆସୁଛି। ଏକ ଶିଶୁ କନ୍ୟା ନଦୀ କୂଳରେ ଛିଡା ହୋଇଛି। ସେହି ସମୟରେ ଦେଖାଯାଉଛି ଉକ୍ତ ଚିଲଟି ଶିଶୁର ଅତି ନିକଟକୁ ଆସି ତା’କୁ ଉଠାଇ ନେବାକୁ ଚେଷ୍ଟା କରୁଛି। ମାତ୍ର ସୌଭାଗ୍ୟ ବଶତଃ ସେହି ସମୟରେ ଜଣେ ଯୁବକ ଆସି ଶିଶୁଟିକୁ ରକ୍ଷା କରୁଛନ୍ତି। ଯୁବକ ଯଦି କିଛି କ୍ଷଣ ବିଳମ୍ବ କରି ଥାଆନ୍ତେ, ତେବେ ଶିଶୁଟିର ଜୀବନ ଚାଲି ଯିବାର ଅଧିକ ସମ୍ଭାବନା ଥିଲା। ଏହି ଭିଡିଓଟି ନକଲି ବୋଲି କୁହାଯାଉଛି। ମାତ୍ର ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଜୁନ୍ ୨୦୨୪; ୫ ଗ୍ରହଙ୍କ ରାଶି ପରିବର୍ତ୍ତନ, ୫ରାଶିଙ୍କ ପୂରା ବଦଳି ଯିବ ଭାଗ୍ୟ, ସବୁ ଇଚ୍ଛା ହେବ ପୂରଣ..

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories