www.samajalive.in
Tuesday, December 9, 2025
17.1 C
Bhubaneswar

ବଣୁଆ ହାତୀ ଉପଦ୍ରବ : ଭାଙ୍ଗିଲା ଘର

ସମ୍ବଲପୁର :ସହରର ଉପକଣ୍ଠସ୍ଥ ଯୁଯୋମୁରା ବ୍ଳକ ମୁଣ୍ଢେର ଠାରେ ବୁଧୁବାର ରାତିରେ ବଣୁଆ ହାତୀ ଉପଦ୍ରବ କରି ଲୋକଙ୍କ ଘର ଭାଙ୍ଗି ଦେଇଛି। ସୂଚନା ଅନୁସାରେ ରାତିରେ ମୁଣ୍ଢେର ଗ୍ରାମରେ ଗଜେନ୍ଦ୍ର ଦେରୁରୀଙ୍କ ଘରକୁ ବଣୁଆ ହାତୀ ଉପଦ୍ରବ କରି ଘର ଭାଙ୍ଗିବା ସହ ଘରେ ଥିବା ବିଭିନ୍ନ ଆସବାବପତ୍ର ଓ ଦେଢ଼ କୁଇଣ୍ଟାଲ ଚାଉଲକୁ ନଷ୍ଟ କରି ଦେଇଛି। ଏହାସହ ତାଙ୍କ ଘର ନିକଟରେ ଥିବା ଏକ ଛୋଟିଆ ଜଳଖିଆ ଦୋକାନକୁ ମଧ୍ୟ ଭାଙ୍ଗିଥିବା ନେଇ ସୂଚନା ମିଳିଛି।

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..

- Advertisement -

ତେବେ ପ୍ରଥମେ ରାତ୍ରି ୧୦.୩୦ ସମୟରେ ହାତୀ ଉପଦ୍ରବ କରିବା ପରେ ବନବିଭାଗ ଘଟଣାସ୍ଥଳକୁ ପହଞ୍ଚିବା ସହ ପରେ ଚାଲି ଯାଇଥିଲା। ବନ ବିଭାଗର ଦଳ ଯିବା ପରେ ପୁନର୍ବାର ରାତ୍ରି ୩.୩୦ରେ ହାତୀ ଆସି ଉପଦ୍ରବ କରିଥିଲା। ଅନ୍ୟ ପକ୍ଷରେ ଯଦି ବନବିଭାଗ ସେଠାରେ ରହିଥାନ୍ତା ତେବେ ହାତୀ ଉପଦ୍ରବ ରୋକା ଯାଇ ପାରିଥାନ୍ତା ବୋଲି କ୍ଷତିଗ୍ରସ୍ତ ଲୋକେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories