ରୁଷ୍ ସେନାରେ ନିଯୁକ୍ତି ପ୍ରଲୋଭନ, ୪ ଗିରଫ

ଡେସ୍କ: ରୁଷ୍ ସେନାରେ ନିଯୁକ୍ତି ପାଇଁ ଭାରତୀୟ ନାଗରିକଙ୍କ ଚୋରା ଚାଲାଣ ମାମଲାରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ସିବିଆଇ କହିଛି ଯେ ଏକ ବଡ଼ ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ କରାଯାଇଛି, ଯାହା ଯୁବକମାନଙ୍କୁ ବିଦେଶରେ ଲୋଭନୀୟ ଚାକିରି ପାଇଁ ପ୍ରଲୋଭିତ କରିଥିଲା। ସିବିଆଇ ଏହି ମାମଲାରେ କେରଳ ଓ ମୁମ୍ବାଇରୁ ୨ ଜଣ ଲେଖାଏଁ ଲୋକଙ୍କୁ ଗିରଫ କରିଛି।

ରେଡକ୍ରସ ଓ ଜୀବନଯୁଦ୍ଧ – ଆଜି ବିଶ୍ୱ ରେଡ଼କ୍ରସ ଦିବସ

ସିବିଆଇ ଅନୁଯାୟୀ, ଭାରତୀୟ ନାଗରିକମାନଙ୍କୁ ନିଯୁକ୍ତି ପାଇଁ ତାଲିମ ଦିଆଯାଇଥିଲା ଏବଂ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାଗ ନେବାକୁ ପଠାଯାଇଥିଲା।

ହାତୀ ଆକ୍ରମଣରେ ଯୁବ ଭିଡିଓ ସାମ୍ବାଦିକ ମୃତ

Comments are closed.