www.samajalive.in
Monday, December 8, 2025
27.1 C
Bhubaneswar

ରୁଷ୍ ସେନାରେ ନିଯୁକ୍ତି ପ୍ରଲୋଭନ, ୪ ଗିରଫ

ଡେସ୍କ: ରୁଷ୍ ସେନାରେ ନିଯୁକ୍ତି ପାଇଁ ଭାରତୀୟ ନାଗରିକଙ୍କ ଚୋରା ଚାଲାଣ ମାମଲାରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ସିବିଆଇ କହିଛି ଯେ ଏକ ବଡ଼ ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ କରାଯାଇଛି, ଯାହା ଯୁବକମାନଙ୍କୁ ବିଦେଶରେ ଲୋଭନୀୟ ଚାକିରି ପାଇଁ ପ୍ରଲୋଭିତ କରିଥିଲା। ସିବିଆଇ ଏହି ମାମଲାରେ କେରଳ ଓ ମୁମ୍ବାଇରୁ ୨ ଜଣ ଲେଖାଏଁ ଲୋକଙ୍କୁ ଗିରଫ କରିଛି।

ରେଡକ୍ରସ ଓ ଜୀବନଯୁଦ୍ଧ – ଆଜି ବିଶ୍ୱ ରେଡ଼କ୍ରସ ଦିବସ

- Advertisement -

ସିବିଆଇ ଅନୁଯାୟୀ, ଭାରତୀୟ ନାଗରିକମାନଙ୍କୁ ନିଯୁକ୍ତି ପାଇଁ ତାଲିମ ଦିଆଯାଇଥିଲା ଏବଂ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାଗ ନେବାକୁ ପଠାଯାଇଥିଲା।

ହାତୀ ଆକ୍ରମଣରେ ଯୁବ ଭିଡିଓ ସାମ୍ବାଦିକ ମୃତ

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories