ଉପରମୁହାଁ ପାରଦ ; କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ରେକର୍ଡ..
ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି, ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ। ସୋମବାର ସାଢେ ୨ଟା ସୁଦ୍ଧା କେନ୍ଦୁଝର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୮, ବାଲେଶ୍ୱର ୪୧.୪, ଭୁବନେଶ୍ୱର ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
କେନ୍ଦୁଝର: ୪୩ °C
ଝାରସୁଗୁଡା: ୪୨.୮ °C
ସମ୍ବଲପୁର: ୪୨.୬ °C
ହୀରାକୁଦ: ୪୧.୮ °C
ରାଉରକେଲା:୪୧.୮ °C
ବାଲେଶ୍ୱର: ୪୧.୪ °C
ଭୁବନେଶ୍ୱର: ୪୧.୩ °C
ଚାନ୍ଦବାଲି: ୪୦.୭ °C
ପୁରୀ: ୩୪.୬ °C
ଗୋପାଳପୁର: ୩୩.୨ °C
ପାରାଦୀପ: ୩୩.୧ °C— Meteorological Centre, Bhubaneswar (@mcbbsr) April 29, 2024
Comments are closed.