www.samajalive.in
Friday, December 5, 2025
27.1 C
Bhubaneswar

ଲୋକସଭା ନିର୍ବାଚନ ଏକାକୀ ଲଢିବ ବିଏସପି- ମାୟାବତୀ

ସମାଜ ଡିଜିଟାଲ ଡେସ୍କ: ଲୋକସଭା ନିର୍ବାଚନକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି । ବିଏସପି ନିର୍ବାଚନରେ ଏକାକୀ ଲଢିବ ବୋଲି ମାୟାବତୀ ସୂଚନା ଦେଇଛନ୍ତି । କୌଣସି ତୃତୀୟ ସାମ୍ମୁଖ୍ୟ କିମ୍ବା କାହା ସହିତ କୌଣସି ମେଣ୍ଟ କରିବ ନାହିଁ । ଏ ବିଷୟରେ ଚାଲିଥିବା କଳ୍ପନା ଜଳ୍ପନାକୁ ଖଣ୍ଟନ କରିଛନ୍ତି ମାୟାବତୀ । ସୂଚନା ଅନୁସାରେ ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସାମାଜବାଦୀ ପାର୍ଟି ଏକାଠି ନିର୍ବାଚନ ଲଢୁଛନ୍ତି । ମାୟାବତୀଙ୍କ ଏହି ବୟାନ ପୂର୍ବରୁ ବିଏସପି ଭାରତ ସହଯୋଗୀ ଦଳ ସହିତ ଯାଇପାରେ ବୋଲି ଅନେକ ଚର୍ଚ୍ଚା ହେଉଥିଲା ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories