ଡେସ୍କ: ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୟୁପି ୱାରିଅର୍ଶକୁ ଭେଟିବ। ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ। ଗତକାଲି ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ୪୨ ରନରେ ୟୁପି ୱାରିଅର୍ଶକୁ ପରାସ୍ତ କରିଛି। ୧୬୧ ରନର ଟାର୍ଗେଟର ଜବାବରେ ୟୁପି ୱାରିଅର୍ଶ ଦଳ ମାତ୍ର ୧୧୮ ରନ୍ କରିପାରିଥିଲା।
ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ୟୁପି ୱାରିଅର୍ଶ ମୁକାବିଲା
Popular Categories



