www.samajalive.in
Sunday, December 7, 2025
15.1 C
Bhubaneswar

ଦିଲ୍ଲୀରେ ରେଳସେବା ବନ୍ଦ

ଡେସ୍କ: ଶୁକ୍ରବାର ରାତି ୧୧ଟା ୪୫ରୁ ପରଦିନ ସକାଳ ୪ଟା ୧୫ ପର୍ଯ୍ୟନ୍ତ ଦିଲ୍ଲୀ ପିଆରଏସ୍ ସେବା ସାମୟିକ ଭାବେ ବନ୍ଦ ରହିବ ବୋଲି ଉତ୍ତର ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଉତ୍ତର ରେଳବାଇ ସୂଚନା ଦେଇଛି ଯେ ସ୍ଥିର ଏବଂ ଗତିଶୀଳ ଡାଟାବେସ୍ କମ୍ପ୍ରେସନ କାର୍ଯ୍ୟ ଯୋଗୁଁ ଦିଲ୍ଲୀ ପିଆରଏସକୁ ସ୍ଥଗିତ ରଖାଯାଇଛି। ସଂରକ୍ଷଣ, ବାତିଲ, ଚାର୍ଟିଂ, ଅନୁସନ୍ଧାନ ସେବା (୧୩୯ ଏବଂ କାଉଣ୍ଟର ସେବା), ଇଣ୍ଟରନେଟ୍ ବୁକିଂ ଏବଂ ଇଡିଆର ସେବା (୧୩୯ ଏବଂ କାଉଣ୍ଟର ସେବା) ଗୁଡିକ ଉପଲବ୍ଧ ହେବ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories