www.samajalive.in
Monday, December 8, 2025
27.1 C
Bhubaneswar

ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ବଜେଟ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି  ଏହି ବଜେଟ୍ ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍ ହେବ । ଯୁବ , ମହିଳା , କୃଷକ ସମସ୍ତଙ୍କୁ ଏହି ବଜେଟ୍ ସଶକ୍ତ କରିବ। ୨୦୪୭ ମସିହାରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ୍ କରିବ। ଏହି ବଜେଟ୍ ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ। ଭିତ୍ତିଭୂମିର ବିକାଶ ପାଇଁ ୧୧ଲକ୍ଷ ୧୧ ହଜାର ୧୧୧ କୋଟି ବ୍ୟବସ୍ଥା ହୋଇଛି। ଆଧୁନିକ ଭିତ୍ତିଭୂମି ଯୁବକ ମାନଙ୍କ ପାଇଁ ରୋଜଗାରର ସମ୍ଭାବନା ଆଣିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories