www.samajalive.in
Sunday, December 7, 2025
26.1 C
Bhubaneswar

ମକର ସଂକ୍ରାନ୍ତି : ଏହି ଉପାୟରେ ବର୍ଷଯାକ ଅଭାବ ହେବ ନାହିଁ ଟଙ୍କା

ମକର ସଂକ୍ରାନ୍ତିରେ ଏହି ସରଳ ଉପାୟ ଆପଣାଇବା ଦ୍ୱାରା ବର୍ଷଯାକ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଏହି ଦିନ ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାଆନ୍ତି। ତେଣୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ। ଦୀର୍ଘ ୫ ବର୍ଷ ପରେ ମକର ସଂକ୍ରାନ୍ତି ସୋମବାରରେ ପାଳନ କରାଯାଉଛି। ତେଣୁ ଏହି ଦିନ ସୂର୍ଯ୍ୟଦେବତାଙ୍କ ସହ ଭଗବାନ ଶିବଶଙ୍କରଙ୍କ ମଧ୍ୟ ବିଶେଷ ଆଶୀର୍ବାଦ ପ୍ରାପ୍ତି ହେବ। ତେବେ ଜାଣନ୍ତୁ ଏହି ଦିନ କେଉଁ ଶୁଭ କାର୍ଯ୍ୟ କରିବା ଦ୍ୱାରା ବର୍ଷଯାକ ମା’ଲକ୍ଷ୍ମୀଙ୍କ କୃପା ମିଳିବ..
ଏହି ଦିନ ପୂଜା ଘରେ ଶ୍ରୀଯନ୍ତ୍ର ନେଇ ରଖନ୍ତୁ। ଏହା ମା’ଲକ୍ଷ୍ମୀଙ୍କୁ ଖୁବ୍‌‌ ପ୍ରିୟ। ଶ୍ରୀଯନ୍ତ୍ର ଘରେ ରହିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଏହାକୁ ଘରେ ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories