www.samajalive.in
Monday, December 8, 2025
27.1 C
Bhubaneswar

ସମୁଦ୍ରକୁ ଡେଇଁଲେ କୋକେନ୍ ଅଭିଯୁକ୍ତ

ପାରାଦୀପ: ପାରାଦୀପ ଏମଭି ଦେବୀ ଜାହାଜରୁ ୨୨୦ କୋଟି କୋକେନ ଜବତ ମାମଲା । ଏହି ଘଟଣାରେ ଅଟକ ଥିବା ଜଣେ କ୍ରିଉ ମେମ୍ବର  ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ କ୍ରିଉ ମେମ୍ବର ପ୍ରଥମେ ନିଜର ହାତ କାଟିବା ସହ ପରେ ସମୁଦ୍ରକୁ ଡେଇଁପଡିଥିଲେ । ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇଛି।  କିଛି ଦିନ ତଳେ ଜାହାଜରେ କୋକେନ ସ୍ମଗଲିଂ ହେଉଥିବାବେଳେ ସେଥିରୁ କୋଟି କୋଟି ଟଙ୍କା କୋକେନ ଜବତ ହୋଇଥିଲା। ଏହି ମାମଲାରେ ଏବେ କଷ୍ଟମ୍ ବିଭାଗ ତଦନ୍ତ ଜାରି ରଖିଛି। ତେବେ କ୍ରିଉ ମେମ୍ବର କଣ ପାଇଁ ଏପରି କଲେ , ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories