www.samajalive.in
Sunday, December 7, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବନ୍ଧା ହେଲେ ଭବିଷ୍ୟ କହୁଥିବା ଜ୍ୟୋତିଷ .. ଦୁଷ୍କର୍ମ ମାମଲାରେ ଜ୍ୟୋତିଷଙ୍କୁ ଗିରଫ କରିଛି ନୟାପଲୀ ଥାନା ପୁଲିସ.

ପରିକ୍ରମା ପ୍ରକଳ୍ପ ପାଇଁ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା..

- Advertisement -

ଜିଏମ୍‍ ୟୁନିଭରସିଟି ପରୀକ୍ଷା ଘୁଞ୍ଚିଲା..

ଶନିବାର ହେବାକୁ ଥିବା ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି..

ଭିଜିଲାନ୍ସ ଜାଲରେ ଓଏମଭିଡି ଟ୍ରାଫିକ  ଇନ୍ସପେକ୍ଟର..ଭୁବନେଶ୍ୱର ବାଲିଅନ୍ତାରେ ଧରିଲା ଭିଜିଲାନ୍ସ..

ବାଲେଶ୍ୱର ଜିଲା ସିମୁଳିଆ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର..

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଘରେ ଇଡି ରେଡ୍‌

ଆନନ୍ଦପୁର- ଡିଭାଇଡର୍‌ରେ କାର୍‌ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର..

ବାଙ୍ଗିରିପୋଷି : ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..

ନିଆଳି : ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର..

ଓଲଟପୁର ଥାନା କଣ୍ଟାପଡା ଗାଁରେ ଝୁଲନ୍ତା ମୃତଦେହ ଉଦ୍ଧାର..

ମାଆ ସହ କଳି ପରେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ..

ନୂଆଦିଲ୍ଲୀ : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଡିଓ ବାର୍ତ୍ତା..

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ୧୧ ଦିନ ରହିଲା..

ମୋର ସୌଭାଗ୍ୟ,ମୁଁ ଏହି ପୁଣ୍ୟ ଅବସରରେ ଉପସ୍ଥିତ ରହିବି- ପ୍ରଧାନମନ୍ତ୍ରୀ..

ପୁରୀ : ଶ୍ରୀମନ୍ଦିର ପରିକ୍ରମା ଉତ୍ସବ ଲାଗି ଶୁକ୍ରବାର ସନ୍ଧ୍ୟାରୁ କାର୍ଯ୍ୟକ୍ରମ ଆରମ୍ଭ..

ଶ୍ରୀନଅରରେ ଗଜପତି ମହାରାଜା କରିବେ ଆଚାର୍ଯ୍ୟ ବରଣ..

ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ହେବ..

ହୀରାକୁଦ : ହୀରକୁଦ ଡ୍ୟାମରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ..

ଚଳିତ ବର୍ଷ ହୀରାକୁଦ ଡ୍ୟାମକୁ ଆସିଛନ୍ତି ୨୦ଟି ନୂଆ ପ୍ରଜାତିର ପକ୍ଷୀ..

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories