www.samajalive.in
Tuesday, December 9, 2025
16.1 C
Bhubaneswar

ବୀରନରସିଂହପୁର ଠାରେ ଗୋପାଳନ ତାଲିମ୍ ଶିବିର

ବୌଦ୍ଧ: ବୀରନରସିଂହପୁର ସ୍ଥିତ ଜଙ୍ଗଲ ବିଭାଗ ନର୍ସରୀ ଠାରେ ପ୍ରାଣୀ ପାଳନ ବିଭାଗ ତଥା ଓମଫେଡ ପକ୍ଷରୁ ବୀରନରସିଂହପୁର ଦୁଗ୍ଧ ସମବାୟ ସମିତି ଲିଃ ସହିତ ଅନୁମୋଦିତ ଗୋପାଳକ ଚାଷୀ ମାନଙ୍କର ଏକ ତିନି ଦିନିଆ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ଓମ୍ଫେଡର ରାଜ୍ୟ ବୈଷୟିକ ଉପଦେଷ୍ଟା ଡ଼ା ଦିଗାମ୍ବର ନାଏକ ଏହି ତାଲିମ୍ ଶିବିର ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓମଫେଡର ରାଜ୍ୟ ମାର୍କେଟିଂ ଅଫିସର ଡ଼ା ଆଲୋକ ଅଗ୍ନିବେଶ୍ ଏବଂ ଓମ୍ଫେଡ଼ ଡେପୁଟି ମ୍ୟାନେଜର ଡ଼ା ବିଶ୍ୱଜିତ୍ ସ୍ୱାଇଁ ଏଥିରେ ଯୋଗଦାନ କରି ଓମ୍ଫେଡକୁ କିପରି ସୁଦୃଢ଼ କରାଯାଇପାରିବ ତଥା ତୃଣମୂଳ ସ୍ତରରେ କିପରି ବିଭିନ୍ନ ଦୁଗ୍ଧ ସମବାୟ ସମିତିକୁ ଲୋକାଭିମୁଖୀ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories