www.samajalive.in
Tuesday, December 9, 2025
17.1 C
Bhubaneswar

ଆକାଶବାଣୀ ସମ୍ବଲପୁରକୁ ନଗର ରାଜଭାଷା ପୁରସ୍କାର

ସମ୍ବଲପୁର: ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତିର ଚଳିତ ବର୍ଷର ଷାଣ୍ମାଷିକ ବୈଠକ ଆଜି ବୁର୍ଲା ସ୍ଥିତ ମହାନଦୀ କୋଲ୍‌‌ଫିଲ୍ଡ୍‌‌ସ୍‌‌ର ମୁଖ୍ୟାଲୟରେ ହୋଇଯାଇଛି। ଏମ୍‌‌ସିଏଲ୍‌‌ର ନିର୍ଦ୍ଦେଶକ ଜୁମନ କୁମାର ବୋରାଙ୍କ ଅଧ୍ୟକ୍ଷତାରେ ହେଇଥିବା ଏହି ବୈଠକରେ ୨୦୨୨-୨୩ ବର୍ଷରେ ହିନ୍ଦୀରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେଙ୍କ ଏବଂ ନିଗମ୍‌‌ଗୁଡ଼ିକୁ ରାଜ୍‌‌ଭାଷା ପୁରସ୍କାର୍‌‌ ପ୍ରଦାନ୍‌‌ କରାଯାଇଥିଲା। ଏଥିରେ ଆକାଶବାଣୀ ସମ୍ବଲପୁରକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ ପିଙ୍ଗ ଏବଂ ପ୍ରଭାରୀ ହିନ୍ଦୀ ଅଧିକାରୀ କ୍ଷେତ୍ରମଣି ବିଭାର ଏହି ପୁରସ୍କାର ଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories