www.samajalive.in
Monday, December 8, 2025
27.1 C
Bhubaneswar

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଆମେରିକାର ସିରିୟା ଉପରେ ଏୟାରଷ୍ଟ୍ରାଇକ୍

ଡେସ୍କ: ଅକ୍ଟୋବର ୭ ପରଠାରୁ ହମାସର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଓ ହମାସ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ସୂଚନା ଅନୁଯାୟୀ, ଇରାନ୍ ରିଭୋଲ୍ୟୁସନାରୀ ଗାର୍ଡସର ଆଡ୍ଡାକୁ ଲକ୍ଷ୍ୟ କରି ଆମେରିକା ପୂର୍ବ ସିରିୟାର ଦୁଇଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି। ଇରାନର ଏହି ରିଭୋଲ୍ୟୁସନାରୀ ଗାର୍ଡସ ଆମେରିକା ସୈନ୍ୟଙ୍କ ଉପରେ ଲଗାତାର ଆକ୍ରମଣ କରୁଥିବାରୁ ଆମେରିକା ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିବା ପେଣ୍ଟାଗନ୍ କହିଛି।

ଏହି ରିଭୋଲ୍ୟୁସନାରୀ ଗାର୍ଡସରେ ଇରାନ୍‌ ସମର୍ଥିତ ଆତଙ୍କବାଦୀ ରହିଛନ୍ତି।

- Advertisement -

ଅନ୍ୟପକ୍ଷରେ ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ସେଠାକାର ସ୍ୱାସ୍ଥ୍ୟ ବିଭାଗ କହିଛି। ମୃତକଙ୍କ ମଧ୍ୟରେ ପ୍ରାୟ ୩ ହଜାରରୁ ଅଧିକ ପିଲା ଅଛନ୍ତି।ଇତି ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories