www.samajalive.in
Monday, December 8, 2025
24.1 C
Bhubaneswar

ପିଏଫଆଇର ବିଭିନ୍ନ ସ୍ଥାନରେ ଏନଆଇଏ ଚଢଉ

ନୂଆଦିଲ୍ଲୀ : ବେଆଇନ ଘୋଷିତ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫଆଇ) ସଂଗଠନର ବିଭିନ୍ନ ସ୍ଥାନରେ ବୁଧବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଚଢଉ କରିଛି ।

ଦିଲ୍ଲୀ, ମହରାଷ୍ଟ୍ର, ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ୬ଟି ସ୍ଥାନରେ ଏନଆଇଏ ଚଢଉ କରିଛି । ମହାରାଷ୍ଟ୍ରର ମୁମ୍ବାଇର ଭିକ୍ରୋଲି ଅଞ୍ଚଳରେ ୭/୧୧ ଟ୍ରେନରେ ବୋମା ବିସ୍ଫୋରଣ ମାମଲାରେ ମୁକୁଳିଥିବା ୱାହିଦ ଶେଖର ଘରେ ଏନଆଇଏ ଚଢଉ କରିଛି । ସେହିପରି ମଦୁରାଇରେ ମଧ୍ୟ ଚଢଉ କରାଯାଇଛି । ଏହାସହିତ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ, ଭୋପାଳର ଖାନଗାଓଁରେ ଏନଆଇଏ ଟିମ୍ ରେଡ୍ କରିଛି । ପୁରୁଣା ଦିଲ୍ଲା ସମେତ ଲକ୍ଷ୍ନୌ ପିଏଫଆଇ ଠିକଣାରେ ମଧ୍ୟ ଚଢାଉ କରାଯାଇଛି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories