ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟୁତ ସମସ୍ୟା ଏବଂ କିଛି ଦିନ ଧରି ଅଚଳ ହୋଇ ପଡିଥିବା ଟ୍ରାନ୍ସଫରମର ଗୁଡ଼ିକର ତୁରନ୍ତ ମରାମତି ଓ କାର୍ଯ୍ୟକ୍ଷମ ପାଇଁ ଆଜି ତୁରୁମୁଙ୍ଗା ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଜନ୍ମେଜୟ ବେହେରାଙ୍କୁ ପାଟଣା ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ଭେଟି ସମସ୍ୟାର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ କିପରି ହୋଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ବିଦ୍ୟୁତ ଉପଖଣ୍ଡ ଅଧିକାରୀ ସମସ୍ୟାକୁ ଗୁରୁତ୍ୱର ସହ ନେବା ସହିତ ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
Popular Categories



