www.samajalive.in
Tuesday, December 9, 2025
16.1 C
Bhubaneswar

ଏନଏଲସିର ପାଉଁଶ ବନ୍ଧ ନିର୍ମାଣ, ଜନଶୁଣାଣୀକୁ ତୀବ୍ର ବିରୋଧ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଠେଲକୋଲୋଇ ଗ୍ରାମ ପଞ୍ଚାୟତ ଠାରେ ଆଜି ଏନଏଲସି କମ୍ପାନୀର ପାଉଁଶ ବନ୍ଧ (ଆଶ୍ ଡାଇକ୍) ପ୍ରକଳ୍ପ ନିର୍ମାଣ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଝାରସୁଗୁଡା ଜିଲ୍ଲାରେ ଏନଏଲସି କମ୍ପାନୀ ପାୱାର ପ୍ଲାଣ୍ଟ କରିବ ଏବଂ ସମ୍ବଲପୁର ଜିଲ୍ଲା ଠେଲକଲୋଇ ଠାରେ ମୋଟ ୧୮୩ ଏକର ଜମି ଅଧିଗ୍ରହଣ କରି ୧୫୩ ଏକର ଜମିରେ ଆଶ୍ ଡାଇକ ପ୍ରକଳ୍ପ କରିବା ପାଇଁ ଆଜି ଜନଶୁଣାଣୀ ଶିବିର ଆୟୋଜିତ ହୋଇଥିଲା। ତେବେ ଜନଶୁଣାଣୀ ଶିବିର ଆରମ୍ଭ ହେବା ପୂର୍ବରୁ ଠେଲକଲୋଇ ଗ୍ରାମ ର ଶହ ଶହ ଗ୍ରାମବାସୀ ପଞ୍ଚାୟତ ରାସ୍ତା ମଝିରେ ବସି ଏନଏଲସି ଗୋବ୍ୟାକର ପ୍ଳା କାର୍ଡ ଧରି ସ୍ଲୋଗାନ ଦେଇ ଆଶ ଡାଇକ୍ କରାଇ ଦେବୁ ନାହିଁ ବୋଲି ସ୍ଳୋଗାନ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories