ବିଡ଼ିଓଙ୍କୁ ଦାବିପତ୍ର ଦେଲେ ଯୋଗାଣ ସହାୟକ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକରେ କାର୍ଯ୍ୟରତ ଯୋଗାଣ ସହାୟକ ମାନେ ନିଜର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଥିବା ୬ ଦଫା ଦାବିପତ୍ରକୁ ବିଡ଼ିଓ ପ୍ରମୋଦ ମେହେରଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବି ଗୁଡ଼ିକ ଯଦି ଆସନ୍ତା ୩ ଦିନରେ ପୂରଣ ହେବ ନାହିଁ ତେବେ ଯୋଗାଣ ସହାୟକ ମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ରତ ରହିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.