www.samajalive.in
Monday, December 8, 2025
27.1 C
Bhubaneswar

ସକାଳ ୧୦ଟା ମୁଖ୍ୟ ଖବର

-ନୂଆପଡ଼ା ଥାନା ଗୋଲବନ୍ଧ ଗାଁରେ ମାଓ ହିଂସା : ବିଟ୍‌ ହାଉସ ଉଡ଼ାଇଲେ ମାଓବାଦୀ…..

-ତେଲେଙ୍ଗାନାରେ ଭୂକମ୍ପ: ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଥିବା ସୂଚନା…..

- Advertisement -

-ମାଲକାନଗିରି : ନିର୍ବାଚନ ହିଂସା ଓ ମାଓ ଦମନ ପ୍ରସଙ୍ଗ; ଓଡିଶା ସମେତ ୪ ରାଜ୍ୟକୁ ନେଇ ସ୍ବତନ୍ତ୍ର ବୈଠକ…..

-୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ : ଆତ୍ମ ସମର୍ପଣ ପରେ ବେଲ୍‌ରେ ଗଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

-ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ : ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ;ବଜାର ରାସ୍ତା ସମସ୍ୟା ସହିତ ବାଇପାସ ରାସ୍ତା ନିର୍ମାଣ ଦାବି : ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ସହିତ ଯାନବାହନ ଚଳାଚଳ ବନ୍ଦ ଥିବା ସୂଚନା ….

– ଗ୍ରୀସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମମନ୍ତ୍ରୀଙ୍କ ଏହା ଗ୍ରୀସ୍‌ ଗସ୍ତ….

-ସାରା ରାଜ୍ୟରେ ବଢ଼ୁଛି ଡେଙ୍ଗୁ : ରୋଗୀଙ୍କ ସଂଖ୍ୟା ୨୭ ଶହ ଟପିଲା; ପୁରୀ ୨୭୦, କଟକ ୧୭୩ ଜଣ, ଖୋର୍ଦ୍ଧାରୁ ସର୍ବାଧିକ ୧୩୩୨ ଜଣ, ବାଲେଶ୍ବର ୨୪୮ ଜଣ, ଜଗତସିଂହପୁରରୁ ୧୫୬ ଜଣ, ନୟାପଲ୍ଲୀ ଅଞ୍ଚଳରୁ ୧୧୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା….

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories