www.samajalive.in
Monday, December 8, 2025
24.1 C
Bhubaneswar

ଦୁଇ ଦେଶୀମଦ ବେପାରୀଙ୍କୁ କୋର୍ଟ ଚାଲାଣ 

କାମାକ୍ଷାନଗର : ଏହି ଉପଖଣ୍ଡର ଭୁବନ ଥାନା ଅନ୍ତର୍ଗତ ନୂଆ ଭୁବନରୁ ବୃଢେଶ୍ୱର ମନ୍ଦିରକୁ ଯିବା ମୁଖ୍ୟ ରାସ୍ତାରେ ଥିବା ଇଣ୍ଡୋର୍ ଷ୍ଟାଡିୟମ୍ ପଛପଟରୁ ଗତ ରାତିରେ ଭୁବନ ଅବକାରୀ ବିଭାଗ ଦେଶୀମଦ ତିଆରି କରିବାକୁ ରଖିଥିବା ୬୦୦ ଲିଟର ସ୍ପିରିଟ୍ ଜବତ କରିବା ସହିତ ଦୁଇ ବେପାରୀ ରମେଶ ମଲ୍ଲିକ ଏବଂ କାଳନ୍ଦୀ ମଲ୍ଲିକଙ୍କୁ ଆଜି କୋର୍ଟ ଚାଲାଣ କରିଛି ଭୁବନ ଅବକାରୀ ବିଭାଗ।
ସୂଚନାରୁ ଜଣା ପଡ଼ିଛି, ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ସୌରଭ ମିଶ୍ର କୌଣସି ସୂତ୍ରରୁ ଖବର ପାଇ ଇଣ୍ଡୋର୍ ଷ୍ଟାଡିୟମ୍ ପଛପଟରେ ଅବକାରୀ ଟିମ୍ ଚଢାଉ କରିଥିବା ବେଳେ ତିନିଗୋଟି ଡ୍ରମରେ ଥିବା ୬୦୦ ଲିଟର ସ୍ପିରିଟକୁ ଜବତ କରିବା ସହିତ ଦୌଡ଼ି କରି ଯାଉଥିବା ଦୁଇଜଣଙ୍କୁ କାବୁ କରିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories