ଚନ୍ଦ୍ରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ..
ନୂଆ ଫଟୋ ଜାରି କଲା ଇସ୍ରୋ..
ଅଗଷ୍ଟ ୨୩ରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩..
ସନ୍ଧ୍ୟା ୬ଟା ୦୪ରେ ଲ୍ୟାଣ୍ଡିଂ କରିବ..
ଭୁବନେଶ୍ୱର : ପୁଣି ଭିଜିବ ଓଡିଶା..
ଏକାଧିକ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି..
କଟକ : ଡ୍ରେନରେ ପଡି ଯୁବକ ମୃତ..
ନୂଆ ମାଲଗୋଦାମ ଗୁଡସେଡ୍ ରୋଡ୍ରେ ଡ୍ରେନରେ ପଡି ମୃତ..
ବିଳମ୍ବିତ ରାତିରେ ଡ୍ରେନରେ ପଡି ମୃତ.. ପରିଚୟ ଅସ୍ପଷ୍ଟ..
ରାଜଧାନୀରେ ଘରେ ଘରେ ଡେଙ୍ଗୁ ରୋଗୀ..
ଟେଷ୍ଟିଂ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ..
ପାରାଦୀପ : ବାଇକକୁ ପିଟିଲା କାର୍.. ସ୍ତ୍ରୀ ମୃତ,ସ୍ୱାମୀ, ପୁଅ ଗୁରୁତର..



