www.samajalive.in
Monday, December 8, 2025
13.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଟ୍ବିନ୍‌ ସିଟିକୁ ବର୍ଷା ଆଲର୍ଟ ..

ଆଜି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା..

- Advertisement -

ଆଜି ଠାରୁ ଶସ୍ତା ହେଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର..

ଆଜି ‘ସମ୍ବଲପୁରୀ ଦିନ’ ପାଳୁଛି ପଶ୍ଚିମ ଓଡ଼ିଶା ..

ଆଜି ଜିଲାର ସମସ୍ତ ସରକାରୀ କର୍ମଚାରୀ ପିନ୍ଧିବେ ସମ୍ବଲପୁରୀ ପୋଷାକ..

ରତ୍ନଭଣ୍ଡାର ପ୍ରସଙ୍ଗରେ ସତ୍ୟପାଠ ଦାଖଲ : ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି..

ଭୁବନେଶ୍ୱର : ଓଏସଏସସି ପ୍ରଶ୍ନପତ୍ର ଲିକ୍‌‌ ପ୍ରତିବାଦରେ ଧାରଣା..

ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଆଶାୟୀ..

ବାରମ୍ବାର ପ୍ରଶ୍ନପତ୍ର ଲିକ୍‌‌କୁ ନେଇ ପ୍ରତିବାଦ..

ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ଦାବି..

ହରିୟାଣାରେ ହିଂସାକାଣ୍ଡ : ୩ ମୃତ; ଏକାଧିକ ଜିଲାରେ ସ୍କୁଲ, କଲେଜ ବନ୍ଦ ଘୋଷଣା..

୩ ମାସ ପରେ ଖୋଲିଲା ଭିତରକନିକା : କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ଥିଲା ଭିତରକନିକା..

ମହାରାଷ୍ଟ୍ରରେ ମେସିନ ଖସି ୧୬ ମୃତ ..

ସାହାପୁରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଅଘଟଣ ..

ଉଦ୍ଧାର କାର୍ଯ୍ୟରେ ସାମିଲ୍‌ ଏନ୍‌ଡିଆରଏଫ ଟିମ୍‌..

ମହାରାଷ୍ଟ୍ରରେ କ୍ରେନ ଖସିବା ଘଟଣା .. ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ..

ବେଗୁନିଆ ଛକ ନିକଟରେ ଦୁର୍ଘଟଣା ..

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ୍‌ ; ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଜବତ..

 

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories