ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ବୈଠକର ଦ୍ୱିତୀୟ ଦିନରେ ଶରଦ ପାୱାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ମିଳିଥିବା ସୂଚନା ଅନୁସାରେ, ନୂତନ ସାମ୍ମୁଖ୍ୟର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ସଂଯୋଜକ ନୀତୀଶ କୁମାରଙ୍କୁ କରାଯାଇପାରେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଆମର ଉଦ୍ଦେଶ୍ୟ କ୍ଷମତା ହାସଲ କରିବା ନୁହେଁ ବରଂ ଗଣତନ୍ତ୍ରର ସୁରକ୍ଷା କରିବା ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
Popular Categories



