www.samajalive.in
Monday, December 8, 2025
24.1 C
Bhubaneswar

କେଦାରନାଥ ଧାମରେ ଫଟୋ ଉଠାଇବା ମନା

ରୁଦ୍ରପ୍ରୟାଗ : ଏଣିକି କେଦାରନାଥ ଧାମ ଭିତରେ କେହି ଶ୍ରଦ୍ଧାଳୁ ଫଟୋ ଉଠାଇ ପାରିବେ ନାହିଁ ବୋଲି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ଜଣାପଡ଼ିଛି। ସୂଚା ଅନୁସାରେ, ଏଣିକି କେଦାରନାଥ ମନ୍ଦିର ପରିସରରେ କେହି ଫଟୋ ଉଠାଇ ପାରିବେ ନାହିଁ କିମ୍ବା ଭିଡିଓ ଶୁଟିଂ କରିପାରିବେ ନାହିଁ। ଏ ନେଇ ମନ୍ଦିର କମିଟି ପକ୍ଷରୁ ମନ୍ଦିର ଚାରିପଟେ ସାଇନ୍‌ ବୋର୍ଡ଼ ଲଗାଇ ବି ଦିଆଯାଇଛି। ମନ୍ଦିର ମଧ୍ୟକୁ ମୋବାଇଲ ଫୋନ ମଧ୍ୟ ନିଷିଦ୍ଧ । ମନ୍ଦିର ଭିତରକୁ ଯାଉଥିବା ଶ୍ରଦ୍ଧାଳୁମାନେ ବି ଭଲ ପୋଷାକ ପରିଧାନ କରିବାକୁ କୁହାଯାଇଛି। ଯଦି ଏହାକୁ କେହି ଅମାନ୍ୟ କରେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories