ପାଟଣା: ୪୯ ନଂ ଜାତୀୟ ରାଜପଥରେ କଲିକତାକୁ ଗୋ-ଚାଲାଣ କରୁଥିବା ଏକ ୧୪ ଚକିଆ ଟ୍ରକକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି। ଜାତୀୟ ରାଜପଥର ଝାରବେଡା ନିକଟରୁ ଏହି ଗୋରୁ ଗାଡିକୁ ଧରିବା ପରେ ସିଧାସଳଖ କରଞ୍ଜିଆ ଗୋଶାଳାକୁ ନେଇ ଗାଡ଼ିରେ ଥିବା ୧୫ଟି ଗୋରୁଙ୍କୁ ଛାଡିଥିବା ସୂଚନା ମିଳିଛି।
Popular Categories



