www.samajalive.in
Wednesday, December 10, 2025
16.1 C
Bhubaneswar

ଟିଆରଏସ ନେତାଙ୍କୁ ପଥର ମାରି ହତ୍ୟା

ହାଇଦ୍ରାବାଦ: ଏକ ପ୍ରତିଶୋଧମୂଳକ ଆକ୍ରମଣ ହେତୁ ଟିଆରଏସ ନେତା ପି ନାରାୟଣ ରେଡ୍ଡିଙ୍କୁ ହତ୍ୟା କରାଯାଇ ଥିବାବେଳେ ୨ଜଣ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସୁଲତାନପୁର ଗ୍ରାମର ପାରିଗିର ଭିକାରାବାଦ୍‍ଠାରେ ମଙ୍ଗଳବାର ସକାଳେ ପୁଲିସ ରକ୍ତାକ୍ତ ଅବସ୍ଥାରେ ପି ନାରାୟଣ ରେଡ୍ଡିଙ୍କ ମୃତଦେହକୁ ଜବତ୍‍ କରିଛି।
ପି ନାରାୟଣ ରେଡ୍ଡିଙ୍କ ଦୁଇ କର୍ମୀଙ୍କ ସହ ମନୋମାଲିନ୍ୟ ହେତୁ ସେମାନେ ତାଙ୍କଠାରୁ ଅଲଗା ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ଆର୍ଥିକ ନେଣଦେଣ କାରଣରୁ ରେଡ୍ଡିଙ୍କ ସହ ଦୁଇ କର୍ମୀଙ୍କ ବିବାଦ ଆରମ୍ଭ ହୋଇଥିଲା।
ମଙ୍ଗଳବାର ସକାଳେ ରେଡ୍ଡିଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ସମ୍ପୃକ୍ତ ଅଞ୍ଚଳର ଏକ ପୋଖରୀରୁ ଉଦ୍ଧାର କରାଯାଇ ଥିଲା। ତାଙ୍କ ଉପରେ ପଥର ମାଡ଼ କରି ତାଙ୍କୁ ହତ୍ୟା କରାଯାଇ ଥିବା ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ ସୂଚନା ଦେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories