କଟକ: ଆଜି କଟକ ସହରର ନୟାସଡ଼କରେ ଥିବା ଏକ ବେକେରୀ ସପରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ଲକ୍ଷାଧିକ ଟଙ୍କର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି। ତେବେ ନୟାସଡ଼କର ‘ବେକେରୀ ସପ’ରେ ନିଆଁ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି।
Popular Categories



