www.samajalive.in
Sunday, December 7, 2025
14.1 C
Bhubaneswar

ବୁଲା ଗାଈଗୋରୁ ମାନଙ୍କ ପାଇଁ ପାଣି କୁଣ୍ଡ ଦାନ 

ସମ୍ବଲପୁର : ଆଗାମୀ ଗ୍ରୀଷ୍ମକୁ ଧ୍ୟାନରେ ରଖି ବୁଲା ଗାଈଗୋରୁ ମାନଙ୍କ ସୁବିଧା ନିମନ୍ତେ ୩୦ଟି ପାଣି କୁଣ୍ଡ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ସ୍ଥାନରେ ରଖାଯାଇଛି। ଭୋଜନ ଅନୁଷ୍ଠାନର ସଂସ୍ଥାପକ ରାମଦାସ ପଣ୍ଡା ଓ ବିପିନ ବିହାରୀ ପଣ୍ଡାଙ୍କ ଉଦ୍ୟମ କ୍ରମେ ଗାଈଗୋରୁ ମାନଙ୍କୁ ଯେଭଳି ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଅସୁବିଧା ନ ହେବ ସେଥି ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ଏହି ସେବା କାର୍ଯ୍ୟରେ ମୁକେଶ ବିଶି, ଅନୀଲ ଦେହୁରୀ, ଚନ୍ଦ୍ର ପାତ୍ର ଓ ଗୁର୍ଜିତ ସିଂହ ସକ୍ରିୟ ସହଯୋଗ କରିଛନ୍ତି। ଆବଶ୍ୟକ ସ୍ଥଳରେ ଆଗାମୀ ଦିନରେ ଆହୁରୀ ପାଣିକୁଣ୍ଡର ବ୍ୟବସ୍ଥା କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories