www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନାଗାଲାଣ୍ଡରେ ବିଜେପି ମେଣ୍ଟ ଆଗରେ.. ପ୍ରାରମ୍ଭିକ ଟ୍ରେଣ୍ଡରେ ନାଗାଲାଣ୍ଡରେ ମ୍ୟାଜିକ ନମ୍ବର ଡେଇଁଲା ଏନଡିଏ.. ବିଜେପି ୧୪ ଓ ମେଣ୍ଟ ଦଳ ଏନଡିପିପି ୨୯ଟି ଆସନରେ ଆଗୁଆ..

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମେଘାଳୟରେ ଚିତ୍ର ଅସ୍ପଷ୍ଟ..

- Advertisement -

ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ ଘଟିଛି, ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ପରଲୋକ ଘଟିଛି..

ସେ କିଛିଦିନ ହେବ ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ..

ଇନ୍ଦୋର ଟେଷ୍ଟ.. ଅଷ୍ଟ୍ରେଲିଆ ୧୯୭ରେ ଅଲ୍‌‌ଆଉଟ୍‌‌.. ଶେଷ ୧୧ ରନରେ ୬ ୱିକେଟ ହରାଇଲା ଅଷ୍ଟ୍ରେଲିଆ..

ଭୁବନେଶ୍ୱର : ଲୋକ ସେବା ଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ.. ୮ ହଜାର ସହଯୋଗୀଙ୍କୁ ମିଳିବ ସାଇକେଲ.. ଜଳସାଥୀ, ଆହାର କର୍ମୀ ପାଇବେ ସାଇକେଲ..

ତ୍ରିପୁରାରେ ବିଜେପି ମେଣ୍ଟ ଓ ବାମ ମେଣ୍ଟ ମଧ୍ୟରେ କଡା ଟକ୍କର..

ତ୍ରିପୁରାରେ ୬୦ ରୁ ବିଜେପି ମେଣ୍ଟ ୨୭ ଆସନରେ ଆଗୁଆ.. ବାମ ମେଣ୍ଟ ୧୫ ଓ ଆଞ୍ଚଳିକ ଦଳ ଟିଏମପି ୧୩ ଆସନରେ ଆଗୁଆ..

ଉତ୍ତରପ୍ରଦେଶର କାନପୁର ଜିଲାରେ ସଡକ ଦୁର୍ଘଟଣା .. ଏକ ପିକଅପ୍‌‌ ଭ୍ୟାନ ଏକ ଗଛ ସହ ଧକ୍କା ହୋଇ ୩  ମୃତ..  ୫ ଆହତ

 

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories