ସମ୍ବଲପୁର: ସମ୍ବଲପୁରର କମଳିବଜାର ଘୁନଘୁଟିପଡ଼ାଠାରେ ଥିବା ଅଲେଖ ମହିମା ମଠର ଆଶ୍ରମକୁ ସମଲେଇ ଯୋଜନା ନିମନ୍ତେ ଭାଙ୍ଗି ଦିଆଯାଇଛି। ତେଣୁ ଏହି ମଠର ଆଶ୍ରମ ନିର୍ମାଣ ପାଇଁ ଦୁର୍ଗାପାଲିଠାରେ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ସୋମବାର ଆଶ୍ରମର ସାଧୁମାନେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରି ଉଚ୍ଛେଦ ପରେ ଦୁର୍ଗାପାଲିରେ ଦିଆଯାଇଥିବା ସ୍ଥାନରେ ଆଶ୍ରମକୁ ଯଥାଶୀଘ୍ର ନିର୍ମାଣ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
Popular Categories



