ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଖଣ୍ଡଗିରିର ତପୋବନ ସ୍କୁଲ, ୟୁନିଟ-୨ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିଛନ୍ତି
ଓଡିଶା ଗସ୍ତର ଦ୍ଵିତୀୟ ଦିନରେ ରାଷ୍ଟ୍ରପତି ଆଜି ଜୟଦେବ ଭବନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି
ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ବେଳେ ଠେଲକୋଲି ଥାନା ଖିଣ୍ଡା ଛକ ନିକଟରେ ଯାତ୍ରୀବାହୀ ବସକୁ ପଛରୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ଜଣେ ମୃତ ଓ ୧୦ରୁ ଅଧିକ ଆହତ, ଆହତମାନଙ୍କୁ ଝାରସୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା
ଜାମ୍ମୁ କାଶ୍ମୀର ସୋପିଆନ୍ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ, ପୁଲିସ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି
ନଭେମ୍ବର ୧୫ ରୁ ୧୬ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
+୨ରେ ରାଜ୍ୟରେ ୧ ଲକ୍ଷରୁ ସିଟ୍ ବଳକା, ଆଜିଠୁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା
ରାଜ୍ୟରେ +୩ରେ ୬୭ ହଜାର ୧୬୪ଟି ସିଟ୍ ବଳକା, ୧୪ରୁ ତୃତୀୟ ପର୍ଯ୍ୟାୟ ନାମଲେଖା



