www.samajalive.in
Monday, December 8, 2025
13.1 C
Bhubaneswar

ମାଆ ହେଲେ ଆଲିଆ

ମୁମ୍ବାଇ: ରଣବୀର-ଆଲିଆଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ। କପୁର ପରିବାରରେ ଖେଳିଯାଇଛି ଖୁସିର ଲହରୀ। ଆଜ୍ଞା ହଁ, ମାଆ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ମିଡିଆ ରିପୋର୍ଟ ମୁତାବକ, ରବିବାର ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଖୁସିର ଏହି ଅବସରରେ କପୁର ଓ ଭଟ୍ଟ ପରିବାର ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ପ୍ରଶଂସକମାନେ ମଧ୍ୟ ଏହି ଖବର ଶୁଣି ଖୁବ୍‌ ଖୁସି ହେବା ସହ ରଣବୀର ଓ ଆଲିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ଆଲିଆ ପ୍ରସବ ପାଇଁ ମୁମ୍ବାଇ ସ୍ଥିତ ଏଚଏନ ରିଲାୟନ୍ସ ହସ୍ପିଟାଲ ଯାଇଥିଲେ। ଉଭୟ ରଣବୀର ଓ ଆଲିଆଙ୍କୁ ହସ୍ପିଟାଲ ଯାଉଥିବା ବେଳେ ଦେଖିବାକୁ ମିଳିଥିଲା। ଏହାପରଠାରୁ ପ୍ରଶଂସକ ଖୁସିଖବର ଅପେକ୍ଷାରେ ଥିଲେ।

- Advertisement -

 

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories