Patra electronics

କଣ୍ଟାବାଞ୍ଜିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ସୌଜନ୍ୟରେ କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କଣ୍ଟାବାଞ୍ଜି ଵିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ପ୍ରଥମ ଥର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୬୧୧ ଜଣ ପଞ୍ଜିକରଣ କରିଥିବା ବେଳେ ମୋଟ ୩୬୪ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦେବା ପାଇଁ ଯୋଗ୍ୟ ବିବେଚିତ କରାଯାଇ ଇଉଡିଆଇଡି କାର୍ଡ ପ୍ରଦାନ ପାଇଁ ଚୟନ କରାଯାଇଥିଲା।

Comments are closed.